ହାତୀ ଆକ୍ରମଣରେ ୨ ଆହତ

0

ଖୋର୍ଦ୍ଧା : ଟାଙ୍ଗୀ ଥାନା ଭୂଷଣ୍ଡପୁର ଷ୍ଟେସନ ନିକଟରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଛି। ହାତୀ ଆକ୍ରମଣରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଆସିଥିବା ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply