ମହାବିରୋଡ ରେଞ୍ଜରେ ହାତୀ ମୃତ

0

ଢେଙ୍କାନାଳ: ମହାବିରୋଡ ରେଞ୍ଜରେ ଏକ ହାତୀର ମୃତ୍ୟୁ ହୋଇଛି। ଅଶନବାହାଳୀ ଗ୍ରାମରେ ସୋମବାର ରାତିରେ ହାତୀଟିର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ଗ୍ରାମବାସୀ ହାତୀଟିର ମୃତଦେହ ଦେଖିଥିଲେ। ବନ ବିଭାଗକୁ ଗ୍ରାମବାସୀମାନେ ଖବର ଦେବା ପରେ ହାତୀଟିର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିର୍ପୋଟ ଆସିଲା ପରେ ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ଜଣାପଡିବ ବୋଲି କୁହାଯାଇଛି।

Leave A Reply