ବିଦ୍ୟୁତ ଖୁଣ୍ଟ ପଡି ୨ ବିଦ୍ୟୁତ କର୍ମଚାରୀ ଆହତ

ପୁରୀ : ବାତ୍ୟା ଫନିର ତାଣ୍ଡବରେ ଭାଙ୍ଗିଯାଇଥିବା ବିଦ୍ୟୁତ ଖୁଣ୍ଟକୁ ସଜାଡିବା ପାଇଁ ସମସ୍ତ ବିଦ୍ୟୁତ କର୍ମଚାରୀ ତତ୍ପର ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବିଜୁଳି ସଂଯୋଗ ପାଇଁ କାର୍ଯ୍ୟକରୁଥିବା ଦୁଇ ବିଦ୍ୟୁତ କର୍ମଚାରୀ ଆହତ ହୋଇଛନ୍ତି। କୌଣସି କାରଣରୁ ୨ କର୍ମଚାରୀଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ପଡି ଗୁରୁତର ହୋଇଥିବା ଜଣାପଡିଛି।

Comments are closed.