ତିର୍ତ୍ତୋଲ ଉପନିର୍ବାଚନ; ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ତିର୍ତ୍ତୋଲ : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ୬ଷ୍ଠ ରାଉଣ୍ଡ ପରେ ବିଜେଡି ୮୧୧୪ଖଣ୍ଡ ଭୋଟରେ ଆଗୁଆ ରହିଛି । ବିଜେଡି ୨୧୯୯୬, ବିଜେପି ୧୩୮୮୨, କଂଗ୍ରେସ ୨୭୯୦ ଖଣ୍ଡ ଭୋଟ ପାଇଛନ୍ତି ।

Comments are closed.