୫ଟି ରାଜ୍ୟର ବିଧାନସଭା ନିର୍ବାଚନ: କଂଗ୍ରେସର ବାଜିମାତ , ବିଜେପିର ପତନ

0

ନୂଆଦିଲ୍ଲୀ . – ୫ ଟି ରାଜ୍ୟର ବିଧାନ ସଭା ନିର୍ବାଚନ ପରେ ମଙ୍ଗଳବାରରେ ମତଗଣନା କରାଯାଇଥିଲା । ଦେଶର ହିନ୍ଦୀ ଭାଷା ଭାଷୀ ଅଞ୍ଚଳରେ  ମତଗଣନା ଫଳାଫଳରେ ବିଜେପିର କ୍ଷତି , କଂଗ୍ରେସର ଲାଭ ହେଉଥିବା ଦେଖିବାକୁ ମିଳିଛି । ଛତିଶଗଡରେ କଂଗ୍ରେସ  ବିପୁଳ ବିଜୟ ହାସଲ କରିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ  ଆଗାୁଆ ରହିଛି । ତେଲେଙ୍ଗାନାରେ ଟିଆର୍‌ଏସ୍‌ ଓ ମିଜୋରାମରେ ଏମ୍‌ଏନ୍‌ଏଫ୍‌ ବିପୁଳ ବିଜୟ ହାସଲ କରିଛନ୍ତି ।

 

ରାଜ୍ୟ                               ବିଜେପି                 କଂଗ୍ରେସ                     ଅନ୍ୟ

   ମଧ୍ୟପ୍ରଦେଶ ୧୦୫ ୧୧୬  ୯
   ରାଜସ୍ଥାନ ୭୩ ୧୦୧ ୨୫
ଛତିଶଗଡ଼ ୧୮ ୬୪
ତେଲେଙ୍ଗାନା ୨୦ ୧୧(ଅନ୍ୟ ) ଟିଆର୍‌ଏସ୍

୮୭

ମିଜୋରାମ ୮(ଅନ୍ୟ ) ଏମ୍‌ଏନ୍‌ଏଫ୍

୨୬

Leave A Reply