ତିର୍ତ୍ତୋଲ ଉପନିର୍ବାଚନ; ୪ର୍ଥ ରାଉଣ୍ଡରେ ବିଜେଡି ଆଗୁଆ

ତିର୍ତ୍ତୋଲ : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ୪ର୍ଥ ରାଉଣ୍ଡରେ ବିଜେଡ଼ି ୫୬୨୬ଖଣ୍ଡ ଭୋଟରେ ଆଗୁଆ ରହିଛି। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୫୧୩୧, ବିଜେପି ୯୫୦୫, କଂଗ୍ରେସ ୧୯୩୫ ଖଣ୍ଡ ଭୋଟ ପାଇଛନ୍ତି ।

Comments are closed.