ବାଲେଶ୍ୱର ଉପନିର୍ବାଚନ; ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୩୫୦ ଭୋଟରେ ଆଗୁଆ

ବାଲେଶ୍ୱର :  ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୩୫୦ ଭୋଟରେ ଆଗୁଆ ରହିଛି। ବିଜେଡି ୧୦,୩୬୭, ବିଜେପି ୯୦୧୫, କଂଗ୍ରେସ ୧୭୮୮ ଭୋଟ ପାଇଛି।

Comments are closed.