ଓଡ଼ିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର .- ଓଡ଼ିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା କଥା    ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ଧାଡିରେ ଥିବା ମତଦାତାମାନେ ମତ ଦେଇ ପାରିବେ ।   ଅପରାହ୍ନ ୩ଟା ସୁଦ୍ଧା  ୫୭ ପ୍ରତିଶତ ମତଦାନ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟ ମତଦାନରେ ରାଜ୍ୟରେ ୪ଟି ଲୋକସଭା ଆସନ ପାଇଁ  ମତଗ୍ରହଣ କରାଯାଇଛି ।

Comments are closed.