ଗୁଜରାଟ ଏବଂ ଝାଡ଼ଖଣ୍ଡରେ ଉପ-ନିର୍ବାଚନ ପାଇଁ ମତଦାନ

0

ନୂଆଦିଲ୍ଲୀ: ବିଧାନସଭା ଉପ-ନିର୍ବାଚନ ପାଇଁ ଗୁଜରାଟ ଏବଂ ଝାଡ଼ଖଣ୍ଡ ରାଜ୍ୟର ୨ଟି ନିର୍ବାଚନ ମଣ୍ଡଳୀରେ ଗୁରୁବାର ମତଦାନ ଶେଷ ହୋଇଛି । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗୁଜୁରାଟର ଜସଦନ ଏବଂ ଝାଡ଼ଖଣ୍ଡର କୋଲେବିରା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି । କୋଲେବିରା ଆସନରେ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଜେପି ଏବଂ କଂଗ୍ରେସ କଡା ଟକ୍କର ଦେଖିବାକୁ ମିଳିଛି । ଆସନ୍ତା ରବିବାର ଦିନ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇବ ।

Leave A Reply