ଘରୋଇ କଲେଜ ଓ ବିଦ୍ୟାଳୟରେ ଲାଗିବ ଇଡବ୍ଲୁଏସ  ସଂରକ୍ଷଣ, ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଶିକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରସରକାର ଆଣିବାକୁ ଯାଉଛନ୍ତି (ଇଡବ୍ଲୁଏସ) ସଂରକ୍ଷଣ । ଆର୍ଥିକ ଦୁର୍ବଳ ବର୍ଗ ପିଲାଏଣିକି ପାଠ ପଢିବାରୁ ବଞ୍ଚିତ ହେବେ ନାହିଁ ।  କଲେଜ ଭଳି ଘରୋଇ ବିଦ୍ୟାଳୟ ମାନଙ୍କରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ ) ସଂରକ୍ଷଣ ଲାଗୁ କରିବା ନେଇ ନିଷ୍ପତି ହୋଇଛି ।

ଏଥିରେ ୧୦ଭାଗ ସରକ୍ଷଣ  ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ। ଏ ନେଇ ସୂଚନା ଦେଇଛନ୍ତି ମାନବ ସମ୍ୱଳ ବିକାଶ ମନ୍ତ୍ରୀ ପୋଖରିୟାଲ ନିଶଂକ ।

Comments are closed.