ରିୟାଙ୍କ ଫ୍ଲାଟ ସମ୍ପର୍କରେ ଇଡ଼ିର ତଦନ୍ତ; ୩୨୨ ବର୍ଗଫୁଟ ଘର ପାଇଁ ଦେଇଛନ୍ତି ୭୬ ଲକ୍ଷ ଟଙ୍କା

ରେଜିଷ୍ଟ୍ରେସନ ଦସ୍ତାବିଜରେ ରିୟାଙ୍କ ସହ ତାଙ୍କ ମା’ ସନ୍ଧ୍ୟା ଚକ୍ରବର୍ତୀଙ୍କ ନୋମିନି ରୂପେ ରହିଛି । ରିୟା ଫ୍ଲାଟ ବୁକିଂ ନିମନ୍ତେ ୨ଥର ବିଲଡ଼ରଙ୍କ ଅଫିସକୁ ଆସିଥିଲେ । ତାଙ୍କ ପରିବାରରୁ ବାପା ଓ ମା’ ଫ୍ଲାଟ ଦେଖିବାକୁ ଆସିଥିଲେ । ଏହି ଘର ୨୦୨୨ରେ ଶେଷ ହେବ ଓ ୨୦୨୩ରେ ରିୟାଙ୍କୁ ଘର ମିଳିବ ବୋଲି ଜଣାପଡ଼ିଛି ।  ଏହି ଫ୍ଲାଟ ସମ୍ପର୍କରେ ଇଡ଼ି ଯାଞ୍ଚ କରିଛି।

Comments are closed.