ସପ୍ତାହର ସାତ ଦିନ କରନ୍ତୁ ୭ଟି ସରଳ ଉପାୟ ; ହେବ ନାହିଁ ଧନର ଅଭାବ

କିଛି ସରଳ ଉପାୟ ରହିଛି,ଯାହାକୁ ଆପଣାଇବା ଦ୍ୱାରା ଧନର ଅଭାବ ଦୂର ହୋଇଥାଏ।
ନିଜ ଘରର ଅଗଣାରେ ତୁଳସୀର ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହାକୁ ପୂର୍ବ, ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ତୁଳସୀ ବୃକ୍ଷକୁ ପ୍ରତିଦିନ ପ୍ରଣାମ କରନ୍ତୁ। ଏହାଦ୍ୱାରା ନିରୋଗ ରହିବେ।
ଘରେ ଓ କାର୍ଯ୍ୟାଳୟରେ ନକରାତ୍ମକ ଶକ୍ତି ଦୂର ପାଇଁ ମଙ୍ଗଳବାର,ଗୁରୁବାର ଓ ଶନିବାର ଝୁଣା ଧୂପ ଦିଅନ୍ତୁ।
ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାର ଓ ଅଶ୍ୱତ୍ଥ ବୃକ୍ଷ ମୂଳେ ସୋରିଷ ତେଲରେ ଦୀପ ଲଗାନ୍ତୁ। ୩ ଥର ପରିକ୍ରମା କରନ୍ତୁ।
ପ୍ରତ୍ୟେକ ଦିନ ନିଜ କ୍ଷମତା ଅନୁଯାୟୀ ଦାନ କରନ୍ତୁ।
ମା’ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନ ଧଳା ରଙ୍ଗର ଭୋଗ ଅର୍ପଣ କରନ୍ତୁ । ରସଗୋଲା ମଧ୍ୟ ଭୋଗ କରିପାରିବେ।
ଅସହାୟଙ୍କୁ ଭୋଜନ ଦିଅନ୍ତୁ।
ଜୀବଜନ୍ତୁଙ୍କ ଖାଦ୍ୟ ଦିଅନ୍ତୁ।

Comments are closed.