ଜମ୍ମୁକାଶ୍ମୀରରେ ଭୂମ୍ପର ଝଟକା

ଜମ୍ମୁ-କାଶ୍ମୀର : ଜମ୍ମୁକାଶ୍ମୀର ଅନ୍ତର୍ଗତ ଗୁଲମାର୍ଗରେ ସୋମବାର ସକାଳ ୪ଟା୫୬ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଏନସିଏସର ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଦୀର୍ଘ କିଛି ମାସ ପୂର୍ବରୁ ଲଗାତାର ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାସହ ଏଥିରେ କୌଣସି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି।

Comments are closed.