ଭୂ-କମ୍ପରେ ଥରିଲା ବାଂଲାଦେଶ ; ରିକ୍ଟର ସ୍କେଲରେ ୪.୧ ରେକର୍ଡ଼

ଢାକା : ବାଂଲାଦେଶରେ ଶନିବାର ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୂ-କମ୍ପର ଝଟକା ରିକ୍ଟର ସ୍କେଲରେ ୪.୧ ରେକର୍ଡ଼ କରାଯାଇଛି। ସକାଳ ୮ଟା୫୧ ମିନିଟରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିଲା। ଏଯାବତ୍‍ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

Comments are closed.