ମଣିପୁରେ ଭୂକମ୍ପ ଝଟକା

ମଣିପୁର : ମଣିପୁରର ଉଖରୁଲରେ ଭୂମିକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଆଜି ଜଣାପଡିଛି। ସକାଳ ୫ଟା ୫୬ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଏସିଏସ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ।

Comments are closed.