ଲଦାଖରେ ଭୂକମ୍ପ ଝଟକା

ଜମ୍ମୁ – ଲଦାଖରେ ମଙ୍ଗଳବାର ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୦ ରେକର୍ଡ କରାଯାଇଛି। ଏଯାଏଁ କୌଣସି ଧନଜୀବନ କ୍ଷତି ହୋଇନଥିବା ନେଇ ସୂଚନା ମିଳିଛି।

Comments are closed.