ମାଲକାନଗିରିରେ ମୃଦୁ ଭୂମିକମ୍ପ

ମାଲକାନଗିରି : ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ଦିନ ୧୧ଟା ୧୯ସମୟରେ ଭୂ-କମ୍ପ ଝଟକା କିଛି କ୍ଷଣ ପାଇଁ ଅନୁଭୂତ ହୋଇଥିବା ଜଣାପଡ଼ିଛି।ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ମାଲାକାନଗିରି ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Comments are closed.