ଇରାନରେ ଭୂକମ୍ପ ଝଟକା : ୫ମୃତ, ୧୨୦ଆହତ

ତେହେରାନ : ଉତ୍ତର ପଶ୍ଚିମ ଇରାନରେ ଗୁରୁବାର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତୀବତ୍ରା ୫.୯ ରେକର୍ଡ କରାଯାଛି। ଏପର୍ୟ୍ୟନ୍ତ ଏଥିରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୦ଜଣ ଆହତ ହୋଇଥିବା ଜଣାପଡିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୦ରେ ଭୂକମ୍ପ ଅନୁଭୂତ ହୋଇଥିଲା।

Comments are closed.