ଆସାମରେ ଭୂକମ୍ପ ଝଟକା

ଆସାମ : ଆସାମର ଗୋଲପାଡାରେ ବୁଧବାର ପୂର୍ବାହ୍ନ ୮ଟା୪୫ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୫.୩ରେ ରେକର୍ଡ କରାଯାଇଛି। ଏନେଇ ଏସିଏସ ପକ୍ଷରୁ ସୂଚନା ମିଳିଛି। ତେବେ ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏଯାଏଁ ଜଣାପଡିନାହିଁ।

Comments
Loading...