ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଇଟାନଗର : ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ଭୋର ୩ଟା ୩୬ମିନିଟରେ ଏହି ଭୂକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ ଧନଜୀବନହାନୀର କୌଣସି ସୂଚନା ମିଳିପାରିନାହିଁ।

Comments are closed.