ଜାମ୍ମୁ କାଶ୍ମୀରରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

0

ନୂଆଦିଲ୍ଲୀ . – ଜମ୍ମୁ କାଶ୍ମୀରରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଭାରତ ସହ ପାକିସ୍ତାନରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । କାଶ୍ମୀରର ଚେମେରିର ୪୬ କିଲୋମିଟ ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା ବୋଲି ଆମେରିକାର ଭୂତତ୍ୱ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Leave A Reply