ଦିଲ୍ଲୀରେ ଭୂକମ୍ପ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସମେତ ହରିୟାଣାରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ରାତିରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭। ହରିୟାଣାର ଝାଜର ଜିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା କୁହାଯାଇଛି। ଭୂମିକମ୍ପ ସମ୍ପର୍କିତ କ୍ଷୟକ୍ଷତି ତଥ୍ୟ ଜଣାପଡ଼ିନାହିଁ।

Comments are closed.