ଫିଜିରେ ୮.୨ ତୀବ୍ରତାର ଶକ୍ତିଶାଳୀ ଭୂମି କମ୍ପ ଅନୁଭୂତ

0

ସୁବା(ପିଜି).-  ଫିଜିରେ ୮.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକାର  ଭୂ-ତତ୍ୱ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ଏହ ଭୂମିକମ୍ପର ତୀବ୍ରତା ଯୋଗୁଁ ସୁନାମୀ ଆସିପାରେ । ଖବର ଲେଖା ହେବା ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ନିର୍ଦିଷ୍ଟ ସୂଚନା ମିଳି ନାହିଁ ।  ଗ୍ରୀନ୍‌ଓ୍ୱିଚ୍‌ ମିନ୍‌ ଟାଇମ୍‌ ଅନୁସାରେ ଦିନ ପ୍ରାୟ ୧୨ଟା ୧୫ ସମୟରେ ଏହି ଭୂମି କମ୍ପ  ଅନୁଭୂତ ହୋଇଥିଲା । ପ୍ରଶାନ୍ତ ମହାସାଗରରେ ଥିବା ଏହି ଦ୍ୱୀପର ରାଜଧାନୀ ସୁବାର ୩୬୧ କିଲୋମିଟର ପୂର୍ବ ଭୂ ସ୍ଥଳର ୫୫୯ କିଲୋମିଟର ଗଭୀରତା ଏହି ଭୂମି କମ୍ପର କେନ୍ଦ୍ରସ୍ଥଳ ବୋଲି ଆମେରାକିର ଭୂମିକମ୍ପ ବିଶେଷଞ୍ଜମାନେ ସୂଚନା ଦେଇଛନ୍ତି ।

 

Leave A Reply