ବିଭିନ୍ନ ଦାବୀ ନେଇ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ

0

ଦ୍ୱାରଶୁଣି : ଅଲ ଇଣ୍ଡିଆ ମହିଳା ସାସ୍କୃତିକ ସଙ୍ଗଠନ ପକ୍ଷରୁ ବାଙ୍ଗିରିପୋଷି ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଦାବୀ ଗୁଡିକ ମଧ୍ୟରେ ରହିଛି ଶିଶୁ କନ୍ୟା ଓ ନାରୀର ନିରାପତ୍ତା ଅଧିକାର ସୁରକ୍ଷା, ବାଙ୍ଗିରିପୋଷି ଡାକ୍ତରଖାନରେ ଡାକ୍ତର ନିଯୁକ୍ତି, ଗୋଳମୁଣ୍ଡାରୁ ଭୁଅlଶୁଣି ରାସ୍ତା ତୁରନ୍ତ ମରାମତି, ମଦ ବ୍ଲକରେ ସଂପୂଣ୍ଣ ନିଷିଦ୍ଧ ଘୋଷଣା କରିବା ଇତ୍ୟାଦି।

Comments
Loading...