ଫେଡେରେସନ କପ୍ ଆଥଲେଟିକ୍ : ଦୂତିଙ୍କୁ ସ୍ବର୍ଣ୍ଣ

0

ପାଡିଆଲା : ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକରେ ୧୦୦ମିଟର ଦୌଡରେ ସୋମବାର ଓଡିଶାର ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୧.୪୫ସେକେଣ୍ଡରେ ସେ ଦୂରତ୍ବ ଅତିକ୍ରମ କରିଛନ୍ତି। ଏହାସହ ହେପ୍ଟାଥଲନରେ ଓଡିଶାର ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ଜିତିଛନ୍ତି।

Leave A Reply