ନକିଲ ମୋବିଲ କାରଖାନା ଠାବ

0

କଟକ: ପୁଣି ଜଗତପୁର ଅଞ୍ଚଳରୁ ନକିଲ କାରଖାନା ଠାବ ହୋଇଛି । ନକଲି ଘିଅ, ତେଲ ଓ ସିମେଣ୍ଟ ପରେ ରବିବାର ଅପରାହ୍ନରେ ନକଲି ମୋବିଲ କାରଖାନା ଉପରେ ପୁଲିସ ଚଢଉ କରିଛି । ଚଢଉ ବେଳେ ୨୩ ଲିଟରୁ ଅଧିକ ମୋବିଲ ସହ ବ୍ୟବହୃତ ସରଞ୍ଜାମ ପୁଲିସ ଜବତ କରିଛି । ନକଲି କାରଖାନା ଚଳାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରୁଛି ।

Leave A Reply