ଆସିଲା ଡୁକାଟି ର୍ସ୍କାମ୍ବଲର ବାଇକ

0

ନୂଆଦଲ୍ଲୀ : ଇଟାଲୀ ବାଇକ ନିର୍ମାଣ କମ୍ପାନୀ ‘ଟୁକାଟି’ ଭାରତରେ ନିଜର ନୂଆ ମଡେଲ ବାଇକ ‘ଡୁକାଟି ର୍ସ୍କାମ୍ବଲର’ ବଜାର ପ୍ରବେଶ କରାଇଛି। ଏହି ବାଇକ୍‍ରେ ୧୧୦୦ ସିସି ଓ ଏଲ-ଟ୍ୟୁନ ଇଞ୍ଜିନ ରହିଛି। ଏହାବ୍ୟତୀତ ଏହି ବାଇକ୍‍ରେ ଏକ୍ସ ପାର୍ଟନ ହେଡଲାଇଟ; ଷ୍ଟିଲ ଟ୍ରେଲିସ୍‍ ଫୋମ୍‍, ସମ୍ମୁଖ ଚକ ୧୮ ଇଞ୍ଚ ଥିବାବେଳେ ପଛ ଚକ ୧୭ ଇଞ୍ଚ ରହିଛି। କମ୍ପାନୀ ସ୍କାମର ୧୧୦୦ସିସି ଇଞ୍ଜିନ ବିଶିଷ୍ଟ ବାଇକ ମୂଲ୍ୟ ୧୦.୯୧ଲକ୍ଷ, ୧୧୦୦ସିସି ଇଞ୍ଜିନ ବିଶିଷ୍ଟ ବାଇକ ସ୍ପେସାଲର ମୂଲ୍ୟ ୧୧.୧୨ ଲକ୍ଷ, ୧୧୦୦ ସିସି ଇଞ୍ଜିନ ସ୍ପୋର୍ଟର ବିଶିଷ୍ଟ ବାଇକ ମୂଲ୍ୟ ୧୧.୪୨ ଲକ୍ଷ ରହିଛି। ପୂର୍ବରୁ ଏହି କମ୍ପାନୀ ବାଇକ ତୁଳନାରେ ବର୍ତ୍ତମାନର ବାଇକ ବଡ ରହିଛି।

Leave A Reply