ଚଢଉ ବେଳେ ନଦୀକୁ ଡେଇଁଲେ ୪ ଜୁଆଡ଼ି

ମାଲକାନଗିରି: ମାଲକାନଗିରି ଜିଲା ବାଲିମେଳାରେ ଏକ ଅଭାବନୀୟ ଘଟଣା ଘଟିଛି । ଜୁଆ ଆଡ୍ଡାରେ ପୁଲିସ ଚଢଉ କରିବାରୁ ଚାରିଜଣ ଜୁଆଡ଼ି ନଦୀକୁ ଡେଇଁ ପଡିଛନ୍ତି । ନଦୀ ମଧ୍ୟରୁ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.