କେନାଲରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ୟୁ

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ଏକ କେନାଲରେ ବୁଡି ବୁଧବାର ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି

ସୂଚନା ଅନୁଯାୟୀ,  ଉକ୍ତ ଅଞ୍ଚଳରେ କିଛି ଯୁବକ କେନାଲ ନିକଟରେ ଖେଲୁଥିଲେ ଏହି ସମୟରେ ସାଗର ସାହୁଙ୍କ ଵର୍ଷିୟ ପୁଅ  ହଠାତ କେନାଲ ଭିତରକୁ ଖସିପଡିଥିଲାପରେ ଶିଶୁଟି ଭାସି ଭାସି ସ୍ଥାନୀୟ ଟେକ୍ସି ଷ୍ଟାଣ୍ଡ ନିକଟକୁ ଚାଲିଆସିଥିଲାସେଠାରୁ କିଛି ଯୁବକ ଶିଶୁଟି କେନାରେ ଭାସୁଥିବା ଦେଖି ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ

Comments are closed.