ନାଳରେ ବୁଡି ଦୁଇ ଭଉଣୀ ମୃତ

0

ଅନୁଗୁଳ: ନାଳରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଲେମ୍ବୁତଇଲା ଗ୍ରାମରେ ଏହି ଅଘଟଣ ଘଟିଛି। ଦୁଇ ଭଉଣୀ ଝୁନୁ ଅଷ୍ଟମ ଶ୍ରେଣୀ, ରେଣୁ ସପ୍ତମ ଶ୍ରେଣୀର ଛାତ୍ରୀ ଅଟନ୍ତି। ଦୁଇ ଭଉଣୀ ନାଳକୁ ଗାଧୋଇବା ନିମନ୍ତେ ଯାଇଥିବା ବେଳେ ବୁଡି ଯାଇଥିଲେ। ଜରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply