ନଦୀରେ ଭାସିଗଲା ନାବାଳକ

0

ଜଳେଶ୍ୱର: ନଦୀରେ ଗେଧୋଇବା ବେଳେ ଜଣେ ୧୦ ବର୍ଷର ବାଳକ ଭାସି ଯାଇଛି । ଏହି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଘଟିଛି । ଏଯାବତ୍ ନାବାଳକା ଜଣଙ୍କ ନିଖୋଜ ରହିଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Comments
Loading...