ପୋଖରୀରେ ବୁଡି ଶିଶୁପୁତ୍ର ମୃତ

0

ଯାଜପୁର: ପୋଖରୀରେ ବୁଡି ୩ବର୍ଷ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଯାଜପୁର ଜିଲା କବିରପୁର ପୁରୁଷୋତ୍ତମପୁର ଗ୍ରାମରେ ଘଟିଛି। ଗ୍ରାମର ଦୀପକ ରାଉତଙ୍କ ୩ବର୍ଷର ପୁଅ ବାଦଲ ଘରପାଖରେ ଖେଳୁଥିବା ସମୟରେ ପୋଖରୀରେ ପଡି ଯାଇଥିଲା । ଗ୍ରାମଵାସୀ ବାଦଲକୁ ପଣିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ବାଦଲକୁ ମୃତ୍ ଘୋଷଣା କରିଛନ୍ତି ।

Leave A Reply