ନକଲି ଡ୍ରାଇଭର ଗିରଫ

0

ଗଜପତି : ପାରଳାଖେମୁଣ୍ଡି ପୁଲିସ ଦ୍ୱାରା ନକଲି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରିବା ଅଭିଯୋଗରେ ଜଣେ ଡ୍ରାଇଭର ସହ ଦଲାଲ ଗିରଫ କରାଯାଇଛି। ଗଜପତି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ପୁଲିସ ଦ୍ୱାରା ଏହି ଡ୍ରାଇଭରକୁ  ଗିରଫ କରାଯାଇଛି।

ଡ୍ରାଇଭରି ଦୀର୍ଘଦିନ ଧରି ଏହି ନକଲି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରି ଗାଡି ଚଳାଉଥିବା ଅଭିଯୋଗ ହୋଇଥିଲା ।

Leave A Reply