ସ୍ୱପ୍ନରେ ହେଉ ବା ସକାଳୁ ଉଠି ହେଉ, ଏହି ସବୁ ଦେଖିଲେ ହୋଇଥାଏ ଶୁଭ

୧. ସକାଳୁ ଉଠି ଆପଣଙ୍କର ନଜର କ୍ଷୀର ବା ଦହି ଥିବା ଗିନା ଉପରେ ନଜର ପଡେ ତେବେ ଆପଣଙ୍କର ଭାଗ୍ୟ ବଦଳିଲା ବୋଲି ଜାଣନ୍ତୁ ।

୨. ସକାଳୁ ଉଠିଲା ବେଳେ ଶଙ୍ଖ ବା ମନ୍ଦିର ଘଣ୍ଟ ବଜା ଶବ୍ଦ କାନରେ ପଡେ ତେବେ ବହୁତ ଶୁଭ ହୋଇଥାଏ ।

୩. ଯଦି ସ୍ୱପ୍ନରେ ବାରମ୍ବାର ପାଣି, ସବୁଜ ଗଛପତ୍ର ଓ ଲକ୍ଷ୍ମୀଙ୍କ ବାହାନ ପେଚାକୁ ଦେଖନ୍ତି, ତେବେ ବୁଝି ଯିବେ ଯେ ବହୁତ ଶୀଘ୍ର ଆପଣଙ୍କ ଜୀବନ ଧନ-ଧ୍ୟାନରେ ପୁରି ଉଠିବ ।

୪. ନଡିଆ, ଶଙ୍ଖ, ମୟୂର, ହଂସ ଓ ଫୁଲ ସକାଳ ସ୍ୱପ୍ନରେ ଦେଖିଲେ ବହୁତ ଶୁଭ ହୋଇଥାଏ ।

୫. ସ୍ୱପ୍ନରେ ଧଳା ସାପ ବା ସୁନେଲି ରଙ୍ଗ ସାପ ଦେଖନ୍ତି ତେବେ ନିକଟ ଭବିଷ୍ୟରେ ମହାଲକ୍ଷ୍ମୀଙ୍କ କୃପା ହାସଲ ହେବ ବୋଲି ଜାଣିବ ।

Comments are closed.