ସ୍ୱପ୍ନରେ ଦେଖୁଥିଲେ ଏସବୁ ଖାଦ୍ୟ : ମିଳିଥାଏ ଶୁଭ ସଙ୍କେତ 

ସଭିଏଁ ଶୋଇବା ସମୟରେ ବିଭିନ୍ନ ସ୍ୱପ୍ନ ଦେଖି ଥାଆନ୍ତି। ଅନେକ ସମୟରେ ସ୍ୱପ୍ନରେ ଖାଦ୍ୟଜିନିଷ ମଧ୍ୟ ଦେଖି ଥାଆନ୍ତି। ସ୍ୱପ୍ନଶାସ୍ତ୍ରରେ ସ୍ୱପ୍ନର ଅନେକ ଅର୍ଥ ଓ ଏହାର ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ….
ସ୍ୱପ୍ନରେ ବାଦାମ ଦେଖିବା ଶୁଭଙ୍କର। ଏହା ଭବିଷ୍ୟତ ଜୀବନ ସୁଖମୟ ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନ ସେଓ ଦେଖିବା କର୍ମକ୍ଷେତ୍ରରେ ସଫଳତା ଓ ବ୍ୟବସାୟରେ ଲାଭ ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଭୋଜନର କରୁଥିବା ସହ ବିଭିନ୍ନ ଭୋଜନ ସଜାଇ ହୋଇ ରହିବା ଦେଖିଲେ ଏହା ସ୍ୱାସ୍ଥ୍ୟ ସଠିକ ରହିବା ଓ ଭାଗ୍ୟରେ ସୁପରିବର୍ତ୍ତନ ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଲହୁଣି ଦେଖିବା ପ୍ରସନ୍ନତାର ପ୍ରତୀକ।
ସ୍ୱପ୍ନରେ ଆଇସକ୍ରିମ କିମ୍ବା ବରଫ ଦେଖିଲେ ଏହା ଧନବୃଦ୍ଧି ହେବାର ସଙ୍କେତ ଦେଇଥାଏ।

Comments are closed.