ଡା. ନୀଳକଣ୍ଠ ମିଶ୍ର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର : ହୃଦ୍‌ରୋଗ ବିଶେଷଜ୍ଞ ଡା. ନୀଳକଣ୍ଠ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ତଥା ଅତିରିକ୍ତ ସଚିବ ବୈଷୟିକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ କ୍ୟାପିଟାଲ ହସ୍ପିଟାଲ ପରେ ପୁରୀ ଏବଂ ରାଉରକେଲା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ। କୋଭିଡ ସମୟରେ ତାଙ୍କର ରାଉରକେଲାରୁ ସ୍ୱାସ୍ଥ୍ୟ ନିର୍ଦେଶାଳୟକୁ ବଦଳି ହୋଇଥିଲା। ବର୍ତ୍ତମାନ ସେ ସ୍ୱାସ୍ଥ୍ୟ ବିଭାଗର ଏନ୍‍ସିଡି ଦାୟିତ୍ୱରେ ରହିଛନ୍ତି।

Comments are closed.