ନିର୍ବାଚନ ପାଇଁ ଗୁଗୁଲ ଡୁଡୁଲ

ନୂଆଦିଲ୍ଲୀ .-   ଗୁରୁବାରରେ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଥମପର୍ଯ୍ୟାୟ ନିର୍ବାଚନ ପାଇଁ  ଗୁଗୁଲ ପକ୍ଷରୁ ଏକ ଡୁଡୁଲ  କରାଯାଇଛି । ଏହି ଡୁଡୁଲ  ଗୁଗୁଲ ସର୍ଚ ଇଞ୍ଜିନ ପୃଷ୍ଟାରେ ପ୍ରକାଶ କରାଯାଇଛି। ମତଦାତାମାନଙ୍କୁ ମତଦାନ କରିବା  ପାଇଁ  ସଚେତନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଟି ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ଏହି ଡୁଡୁଲରେ ମତଦାନ ବେଳେ ଯେଉଁ ଆଙ୍ଗୁଠିରେ ମତଦାନର ଚିହ୍ନ ଦିଆଯାଇଥାଏ ସେହି ଆଙ୍ଗୁଳିକୁ ପ୍ରଦର୍ଶୀତ କରାଯାଇଛି

Comments are closed.