ଚୀନରୁ ଆମେରିକାକୁ ବିମାନ ଉଡ଼ାଣ ବନ୍ଦ

ୱାଶିଂଟନ : ଚୀନରୁ ଆମେରିକାକୁ ଯାତ୍ରୀବାହୀ ବିମାନ ଉଡାଣ ରଦ୍ଦ ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ନିଷ୍ପତ୍ତି ନେଇଛି। ଜୁନ୍ ମଧ୍ୟ ଭାଗରୁ ଆମେରିକାକୁ ଆନ୍ତର୍ଜାତିକ ବିମାନ ଉଡାଣ ଆରମ୍ଭ ହେବାକୁ ଯାଉଥିବାବେଳେ ଟ୍ରମ୍ପ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। କରୋନା ଭୂତାଣୁକୁ ନେଇ ଦୁଇଦେଶର ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି।

Comments are closed.