ଟ୍ରେନରୁ ଖସି ପଡି ଜଣେ ଡାକ୍ତର ମୃତ

0

ଭୁବନେଶ୍ୱର: ଟ୍ରେନରେ ଚଢୁଥିବା ବେଳେ ଖସି ପଡି ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ହେଉଛି ଡା. ରବୀନ୍ଦନାଥ ରଥ ଏବଂ ସେ ଓଲ୍ଡ ଟାଉନ୍‌ ଥାନା ଅଞ୍ଚଳରେ ରହୁଥିବା ଜଣାପଡିଛି । ଜିଆରପି ପୁଲିସର ସୂଚନା ଅନୁଯାୟୀ, ଶନିବାର ସକଳେ ଭୁବନେଶ୍ୱର ରେଲେଓ୍ଵ ଷ୍ଟେସନର ୧ ନମ୍ବର ପ୍ଲାଟ୍‌ ଫର୍ମରେ ପୁରୀ- ହାଓଡ଼ା ଟ୍ରେନରେ ଡାକ୍ତର ରଥ ଚଢୁଥିବା ବେଳେ ତାଙ୍କ ଖସି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଟ୍ରେନ ଲାଇନରୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply