ଜୋକୋଭିକ୍‍ ସାଂଘାଇ ମାଷ୍ଟର୍ସ ଚମ୍ପିଆନ୍‍

0

ସାଂଘାଇ : ଏଠାରେ ଆୟୋଜିତ ସାଂଘାଇ ମାଷ୍ଟର୍ସ ଓପନ୍‍ ପୁରୁଷ ସିଙ୍ଗଲ୍‍ସରେ ଚମ୍ପିଆନ୍‍ ହୋଇଛନ୍ତି ସର୍ବିଆର ନୋଭାକ୍‍ ଜୋକୋଭିକ୍‍। ରବିବାର ଖେଳାଯାଇଥିବା ସାଂଘାଇ ମାଷ୍ଟର୍ସର ଫାଇନାଲରେ କ୍ରୋଏସିଆର ବୋର୍ଣ୍ଣା କେରିକ୍‍ଙ୍କୁ ସିଧାସଳଖ ୬-୩, ୬-୪ ସେଟ୍‍ରେ ପରାସ୍ତ କରି ଜୋକୋଭିକ୍‍ ଚମ୍ପିଆନ୍‍ ହୋଇଥିଲେ। ଚଳିତଥରକୁ ମିଶାଇ ଜୋକୋଭିକ୍‍ ୪ର୍ଥଥର ପାଇଁ ସାଂଘାଇ ମାଷ୍ଟର୍ସ ଚମ୍ପିଆନ୍‍ ହୋଇଛନ୍ତି। ଫାଇନାଲରେ ଜୋକୋଭିକ୍‍ ଉଭୟ ସେଟ୍‍ରେ ପ୍ରତିପକ୍ଷ ଖେଳାଳିଙ୍କ ସର୍ଭିସ ବ୍ରେକ କରି ବିଜୟୀ ହୋଇଥିଲେ।

Leave A Reply