ଡିଭାଇଡରରେ ପିଟି ହୋଇ ଜଣେ ମୃତ

0

ବାଲେଶ୍ବର: ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ଛକ ନିକଟରେ ଏକ ଡିଭାଇଡରରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଔପଦା ବ୍ଲକ ବାରିପୋଖରୀ ଗ୍ରାମର ବିଜେଶ ମହାରଣା। ଡିଭାଇଡରରେ ବାଡେଇ ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ ହୋଇଯାଇଥିଲା। ସିମୁଳିଆ ଥାନା ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି।

Leave A Reply