www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଦିଗ୍ଧ ଅବସ୍ଥାରେ ନିଜ ଘରୁ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ ଉଦ୍ଧାର

କୋଲକାତା : ସନ୍ଦିଗ୍ଧ ଅବସ୍ଥାରେ ଶନିବାର କୋଲକାତା ସ୍ଥିତ ନିଜ ଘରୁ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠେଇଛି ।ଆର୍ଯ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ୩୩ବର୍ଷୀୟା ଆର୍ଯ୍ୟା କୋଲକାତା ସ୍ଥିତ ନିଜ ଘରେ ଏକୁଟିଆ ରହୁଥିଲେ । ଆର୍ଯ୍ୟାଙ୍କ ସହ ତାଙ୍କର ଗୋଟିଏ କୁକୁର ରହୁଥିଲା ।ଆର୍ଯ୍ୟାଙ୍କ ଘରୁ ଅନେକ ଖାଲି ମଦ ବୋତଲ ପୁଲିସ ଜବତ କରିଛି ।ସୁପରହିଟ୍ ବଲିଉଡ ଚଳଚ୍ଚିତ୍ର ବିଦ୍ୟା ବାଲାନଙ୍କ ଅଭିନୀତ ‘ଦ ଡାର୍ଟି ପିକ୍ଚର’ରେ ଆର୍ଯ୍ୟା ଅଭିନୟ କରିଥିବା ନଜର ଆସିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories