ନିର୍ଦେଶକ ଲେନିନ୍ ରାଜେନ୍ଦ୍ରନଙ୍କ ପରଲୋକ

0

ତିରୁଅନନ୍ତପୁରମ୍ : ଲବ୍ଧପ୍ରତିଷ୍ଠ ମାଲାୟଲମ୍ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ଲେନିନ୍ ରାଜେନ୍ଦ୍ରନଙ୍କର ସୋମବାର ଚେନ୍ନଇସ୍ଥିତ ଏକ ଘରୋଇ ହସ୍ପିଟାଲାରେ ପରଲୋକ ହୋଇଛି। ​ତାଙ୍କୁ ୬୭ବର୍ଷ ହୋଇଥିଲା। ନିକଟରେ ତାଙ୍କର ବୃକକ୍ ପ୍ରତିରୋପଣ କରାଯାଇଥିଲା। ସେ କେରଳ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ।

Leave A Reply