ଆଇପିଏସ ସ୍ତରରେ ଅଦଳବଦଳ, ଦୀପ୍ତେଶ ପଟ୍ଟନାୟକ ନୂଆ ଜେଲ ବିଭାଗ ଆଇଜି

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଏହି ଅବଦଳବଦଳ ଅନୁଯାୟୀ ଦୀପ୍ତେଶ ପଟ୍ଟନାୟକ ଜେଲ ବିଭାଗ ଆଇଜି ହୋଇଥିବାବେଳେ ନରସିଂହ ଭୋଳ-କେନ୍ଦ୍ରାଞ୍ଚଳ ଆଇଜି, ହିମାଂଶୁ ଲାଲ-ପୂର୍ବାଞ୍ଚଳ ଆଇଜି, ଦୀପକ କୁମାର-ଉତ୍ତରାଞ୍ଚଳ ଡିଆଇଜି, ରାଜକିଶୋର ପାଇକରାୟ-ଦେବଗଡ଼ ଏସ୍‌ପି ଏବଂ ଡି.ପି.ତ୍ରିପାଠୀଙ୍କୁ କଟକ ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଛି।

Comments are closed.