ଚିକିତ୍ସାପାଇଁ ଦିଲ୍ଲୀପ କୁମାର ଡାକ୍ତରଖାନାରେ ଭର୍ତ୍ତି

0

ମୁମ୍ବଇ. –  ବଲିଉଡର ପୂର୍ବତନ ତଥା ବରିଷ୍ଠ କଳାକାର ଦିଲ୍ଲୀପକୁମାରଙ୍କୁ ନିମୋନିଆର ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂର୍ବୁରୁ ତାଙ୍କୁ ନିମୋନିଆ ପାଇଁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା  । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ପରେ  ସେ  ଘରକୁ ଫେରିଥିଲେ  । ପୁଣି ତାଙ୍କୁ ନିମୋନିଆ ହେବାରୁ ଚିକିତ୍ସାପାଇଁ ଚାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦିଲ୍ଲୀପକୁମାରଙ୍କ ସମ୍ପର୍କୀୟ ଫଇସାଲ୍‌ ଫାରୁକି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave A Reply