ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର

0

ବ୍ରହ୍ମପୁର: ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଠାରେ ଏକ ଘର ବାରଣ୍ଡାରେ ମୃତ ଶବ ପଡିଥିବା ବେଳେ ଉଦ୍ଧାର କରାଯାଇଛି । ମୃତକ ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ନାମ ହେଉଛି କୈଳାସ  ପ୍ରଧାନ । ଗତକାଲିା ରାତିରେ ନାଟ ଦେଖିବାକୁ ଆସିଥିବା ବେଳେ ମୃତ୍ୟୁ ଘଟିଛି । ମୁଣ୍ଡ ଓ ନାକରେ ଆଘାତ ଲାଗିଥିବା ବେଳେ କେହି ପିଟି ପିଟି ହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।

 

Leave A Reply