ଗାଁ ପାଖ ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର

ଢେଙ୍କାନାଳ : ପୁଣି ଅଲୋଡ଼ା ଶିଶୁ କନ୍ୟା। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ପାଖ ଜଙ୍ଗଲରୁ ସୋମବାର ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗୋଟିଏ ଦମ୍ପତି ଉକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି।

Comments are closed.