ଦେଖାଗଲା କପିର ବ୍ୟବସ୍ଥା

0

ବଲାଙ୍ଗୀର /ଢେଙ୍କାନାଳ :  ବଲାଙ୍ଗୀରରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ସାମ୍ମନାକୁ ଆସିବା ପରେ ବଲାଙ୍ଗୀର ଓ ଢେଙ୍କାନାଳରେ କପି ଦେବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବଲାଙ୍ଗୀରର ଗୁଣସର ହାଇସ୍କୁଲରେ ହତା ମଧ୍ୟରେ ପଶି କିଛି ବ୍ୟକ୍ତି ଝରକା ପଟେ କପି ଦେଉଥିବାର କଥା ଜଣାପଡ଼ିଛି। ଏହି ସବୁ ଦୃଶ୍ୟ ଦେଖିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply