ଧର୍ମେନ୍ଦ୍ରଙ୍କ ଘୋଷଣା ; ଟଙ୍କାକରେ ମିଳିବ ଡାଲି, ଚାଉଳ ଏବଂ ଲୁଣ

ଭୁବନେଶ୍ବର : ବିଜେପି କ୍ଷମତାକୁ ଅସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଡାଲି, ଚାଉଳ ଏବଂ ଲୁଣ ମାତ୍ର ୧ ଟଙ୍କାରେ ମିଳିବ । ୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଏବଂ ୫ କୋଜି ଚାଉଳ ମାତ୍ର ୧ ଟଙ୍କାରେ ମିଳିବ । ଜାତୀୟ ସୁରକ୍ଷା ଯୋଜନାରେ ମୋଟ ୩କୋଟି ୨୬ ଲକ୍ଷ ହିତାଧୀକାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ।

Comments are closed.