ଶ୍ରୀମନ୍ଦିରରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ

0

ପୁରୀ : ଆଷାଢ଼ ପୂର୍ଣ୍ଣିମା, କେତୁଗ୍ରସ୍ତ ଆକାଶ ଗ୍ରାସ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ ।
୧. ଦ୍ୱାର ଫିଟା – ପ୍ରାତଃ ଘ.୫.୦୦
୨. ଭିତର ଶୋଧ – ଘ.୫.୩୦
୩. ମଙ୍ଗଳ ଆଳତି – ଘ.୫.୪୦
୪. ମଇଲମ – ଘ.୬.୦୦
୫. ତଡପ ଲାଗି – ଘ.୬.୩୦
୬. ଅବକାଶ – ଘ.୭.୩୦
୭. ମଇଲମ – ଘ.୭.୩୦
୮. ରୋଷହୋମ – ଘ.୭.୫୦
୯. ବେଶଶେଷ – ଘ.୮.୦୦
୧୦. ସୂର୍ଯ୍ୟ ପୂଜା – ଘ.୮.୧୫
୧୧. ଦ୍ୱାରପାଳ ପୂଜା – ଘ.୮.୩୦
୧୨. ଗୋପାଳ ବଲ୍ଳଭ – ଘ.୯.୦୦
୧୩. ସକାଳ ଧୂପ(କେବଳ କୋଠଭୋଗ) – ଘ.୯.୩୦ ରୁ ଘ.୧୦.୩୦
୧୪. ମଇଲମ ଓ ବେଶ – ଘ.୧୦.୪୫ ରୁ ଘ.୧୧.୧୫
୧୫. ଭୋଗ ମଣ୍ଡପ – ଘ.୯.୪୦ ରୁ ଘ.୧୧.୩୦
୧୬. ମଧ୍ୟାହ୍ନ ଧୂପ(କେବଳ କୋଠ ଭୋଗ) – ଘ.୧୨.୦୦ ରୁ ୧.୦୦
୧୭. ଦ୍ୱିତୀୟ ଭୋଗ ମଣ୍ଡପ – ଘ.୧୨.୧୦ ରୁ ୨.୦୦
୧୮. ଦକ୍ଷିଣିଘର ଭୋଗ – ଘ.୨.୩୦
୧୯. ମଇଲମ, ତଡପଲାଗି – ଘ.୨.୫୪

ବି.ଦ୍ର :- ରାତ୍ର ଘ.୧୧/୫୩/୪୮ ସେକେଣ୍ଡ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ପରେ ମଇଲମ ବେଶ ବଢି ସନ୍ଧ୍ୟା ଆଳତି ନୀତି ସରିବା ପରେ ଅନ୍ୟାନ୍ୟ ନୀତିମାନ ହେବ । (ପାକ ତ୍ୟାଗ ଓ ଦେବନୀତି ନିଷେଧ ଦିବା ଘ.୨/୫୪ ମିନିଟ୍, ଗ୍ରହଣ ସର୍ବମୋକ୍ଷ ରାତ୍ର ଘ.୩/୪୯/୩ସେକେଣ୍ଡ) ।

Leave A Reply